ଲଡୁକେଶରପୁର ଗ୍ରାମରେ ବିଶ୍ବ ମଧୁମେୟ ମୁକ୍ତ ସଚେତନତା ଶିବିର

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଅଧିନସ୍ଥ ଲଡୁକେଶ୍ଵରପୁର ଗ୍ରାମ କଲ୍ୟାଣୀ  ମଣ୍ଡପ ଠାରେ ଆଜି ବିଶ୍ବ ମଧୁମେୟତା ଦିଅବସ ଅବସରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ନୂଆଗାଁ ବିଡିଓ ଅମୃତ ରାଉଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ତତ ସହିତ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ମଞ୍ଚରେ ଉପସ୍ଥିତ ରହିଥିଲେ ବିଶ୍ବ ୟୁନାଇଟେଡ ଏଗେନେଷ୍ଟ ଡାଇବେଟୀଶ ପ୍ରତାପ କୁମାର ରଥ  ରାଜ୍ୟ ସଂଯୋଜକ , ବ୍ଲକ କୋଡିନେଟର ଜଗନ ବେହେରା,  ସିଦ୍ଧାର୍ଥ ଷଢଙ୍ଗୀ ସାହୁଦେବୀପ୍ରସାଦ ପଢି ପ୍ରମୁଖ ଉପସ୍ଥିତ ରହିଥିଲେ ମଧୁମେୟତ ରୋଗ କଣ ,କଣ ପାଇଁ ହୁଏ ଓ ଏହାର ନିରାକରଣ ବିଷୟରେ ପ୍ରତାପ କୁମାର ରଥ  ପୁଙ୍ଖାନୁପୁଖ ଭବରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ବୁଝାଇଥିଲେ ବିଡିଓ ଡାକ୍ତର ଅମୃତ ରାଉଳ ମନୁଷ୍ୟର କଣ ପାଇଁ ମଧୁମେୟତା ରୋଗାକ୍ରାନ୍ତ ହୁଏ ସେ ବିଷୟରେ ପୁଙ୍ଖନଉପୁଙ୍ଖା ଭାବେ ବୁଝାଇଥିଲେ


ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ପରିବେଶ ସୁରକ୍ଷା ନ ହେବାରୁ ବିଭିନ୍ନ ପ୍ରକାର ରୋଗର ଆକ୍ରାନ୍ତ କେମିତି ହେଉଛନ୍ତି ସେ ନେଇ ସଚେତନତା କରିଥିଲେ ଉକ୍ତ ଶିବିରରେ  ଉଦୟପୁର ପଞ୍ଚାୟତ୍ର ଏମବିକେ ଏମ୍ବିକେ -ହେମପ୍ରଭା ସାହୁ,ଝୁନୁଲତା ନାୟକ, ବିନୋଦିନୀ ଦାସ, ସାବିତ୍ରୀ ନାୟକ, ପ୍ରତିମା ପରିଡା, ରୁନିବାଳା ଦାସ, ବିଦୁଲତା ସାହୁ, ଜୟନ୍ତୀ ସାହୁ, କୃଷିମିତ୍ର -ମନୋରମା ସାହୁ, ଟିକି ସାହୁ, ଜ୍ୟୋତିର୍ମୟୀ ନାୟକ, ପ୍ରାଣୀମିତ୍ର-ଅମିତା ଦାସ, ସୁଶମା ମିଶ୍ର, ଶିବିର ଶେଷରେ ଏକ ସଚେତନତା ସ୍ଵଭାଯାତ୍ରା କରାଯାଇଥିଲା ବିଗତ ଦିନରେ ଉଦୟପୁର ପଂଚାୟତର ବିଭିନ୍ନ ଗ୍ରାମରେ ସଚେତନତା ମୂଳକ ଶିବିର ଅନୁଷ୍ଠିତ କରାଯାଇ ଡାଇଉବେଟିଶ ଚିକିସ୍ଛା କରାଯିବ ସେ ନେଇ ପ୍ରତାପ କୁମାର ରଥ  ରାଜ୍ୟ ସଂଯୋଜକ ସୂଚନା ଦେଇଥିଲେ

Post a Comment

0 Comments