ବିଶ୍ଵକର୍ମା ଯୋଜନ ଆବେଦନ ଆରମ୍ଭ





କେଉଁମାନେ ବିଶ୍ୱକର୍ମା ଯୋଜନାରେ ଆବେଦନ କରିପାରିବେ!!!

୧ -ବଢେଇ Carpenter 

୨ -ଡଙ୍ଗା ନିର୍ମାତା Boat Maker

୩ -କୁମ୍ଭାର potter

୪-ଅସ୍ତ୍ର ନିର୍ମାତା armourer

୫ - ଲୁହାର Blacksmith

୬ -ତାଲା କାରିଗର Locksmith

୭ -ବଣିଆ Goldsmith

୮ -ମୂର୍ତ୍ତି କାରିଗର, ପଥର କଟାଳି ଶିଳ୍ପୀ Sculptor

୯ - ହାତୁଡ଼ି ଆଉ ଟୁଲକୀଟ ନିର୍ମାତା Hamer and Toolkit maker 

୧୦ -ମୋଚି, ଜୋତା କାରିଗର Cobbler,Shoesmith/footwear

୧୧-ରାଜମିସ୍ତ୍ରୀ Mason

୧୨ -ଭଣ୍ଡାରୀ Barber

୧୩ - ଫୁଲ ମାଲ ତିଆରି କରିବା ଲୋକ (ମାଳୀ) Garland maker

୧୪ -ଧୋବା Washerman

୧୫ -ଦରଜି(ଟେଲର) Tailor

୧୬ -ମାଛ ଧରାଳି ଓ ଜାଲ ନିର୍ମାତା Fishing & Net maker

୧୭-ଖେଳନା ଓ କଣ୍ଢେଇ କାରିଗର Doll & toy maker Traditional

୧୮ -ଝୁଡ଼ି,ମସିଣା,ଝାଡୁ ଓ ନଡ଼ିଆକତା ବୁଣାକାର  Basket/Mat/Braam maker/coir Waver ଏହି ଯୋଜନାର ଲାଭ ନେଇ ପାରିବେ।

#ବିଶ୍ୱକର୍ମା ଯୋଜନାରେ ଆବେଦନ କରିବା ପାଇଁ ଆବଶ୍ୟକ କାଗଜପତ୍ର।

 ୧ - ଆଧାର କାର୍ଡ

 ୨ - ବ୍ୟାଙ୍କ ପାସବୁକ

 ୩ - ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ ଥିବା ମୋବାଇଲ ଆଣିବେ।

୪- ଆଧାର କାର୍ଡ ରେ C/o ବାପାଙ୍କ ନାମ ଥିବା ଜରୁରୀ ।

୫-  Banificiary କୁ ୧୮ବର୍ଷରୁ ଅଧିକ ହେଉଥିବ। 

ଧନ୍ୟବାଦ୍।

Post a Comment

0 Comments