ମେଡିକାଲ ଷ୍ଟୋରରୁ କିଣାଯାଇଥିବା ମେଡିସିନ୍ ଅସଲି ନା ନକଲି

 ଜୀବନର ସବୁଠାରୁ ଅପ୍ରତ୍ୟାଶିତ ଜିନିଷ ହେଉଛି ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ । ଜଣେ ଭଲ ବ୍ୟକ୍ତିକୁ କେବେ କେଉଁ ରୋଗ ହୋଇଯିବ, ତାହା କିଏ ବା ଜାଣିଛି ।


ଲୋକମାନେ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ଡାକ୍ତରମାନେ ଲୋକଙ୍କୁ ମେଡିସିନ୍ ଦିଅନ୍ତି । ଡାକ୍ତରମାନେ ଯେଉଁ ମେଡିସିନ୍ ଲେଖନ୍ତି, ରୋଗୀମାନେ ସେହି ମେଡିସିନଗୁଡ଼ିକୁ ମେଡିକାଲ ଷ୍ଟୋରରୁ କିଣନ୍ତି ।

କିନ୍ତୁ ଅନେକ ଥର ମେଡିସିନ ଖାଇବା ପରେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ ଏବଂ ଉନ୍ନତି ପରିବର୍ତ୍ତେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗେ । ଏହା ଘଟେ କାରଣ ଆପଣ ମେଡିକାଲ ଷ୍ଟୋରରୁ କିଣୁଥିବା ମେଡିସିନଗୁଡ଼ିକ ଅସଲି ନୁହେଁ ବରଂ ନକଲି । ମେଡିକାଲ ଷ୍ଟୋରରୁ ମେଡିସିନ କିଣିବାବେଳେ ଆପଣ କିପରି ଜାଣିପାରିବେ ମେଡିସିନ ଅସଲି ନା ନକଲି , ଆସନ୍ତୁ ଜାଣତିବା ଏହାର ଉପାୟ…

ଯେତେବେଳେ ଆପଣ ମେଡିକାଲ ଷ୍ଟୋରରେ ମେଡିସିନ କିଣିବାକୁ ଯାଉଛନ୍ତି, ସେବେ ମେଡିସିନ ନିଶ୍ଚିତ ଭାବରେ ଯାଞ୍ଚ କରନ୍ତୁ ଯେ ଆପଣ ନେଉଥିବା ମେଡିସିନ ଅସଲି କି ନୁହେଁ । ଏଥିପାଇଁ ଆପଣ ମେଡିସିନର ପ୍ୟାକେଜିଂକୁ ଦେଖି ଜାଣିପାରିବେ । ଆପଣ ନକଲି ମେଡିସିନର ଉପଯୁକ୍ତ ପ୍ୟାକେଜିଂ ପାଇବେ ନାହିଁ । ଏହା ବ୍ୟତୀତ, ଆପଣ ଏଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିବା ସୂଚନା ପାଇବେ ନାହିଁ ।

Post a Comment

0 Comments