ନୂଆଗାଁ ବ୍ଲକ, ସ୍ଵାଧୀନତା ଦିବସ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ପ୍ରତିଯୋଗିତା

 



ନୟାଗଡ଼ ଜିଲ୍ଲା ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସୂଚନା ମୁତାବକ ଚଳିତ ବର୍ଷ ସ୍ଵାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ମଧ୍ୟ ରେ ବିଭିନ୍ନ ପ୍ରତଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଯଥା ଓଡିଆ ଓ ଇଂରାଜୀ ବକୃତା, ପ୍ରବନ୍ଧ, ଦେଶାତ୍ମକବଧୋକା ସଂଗୀତା, ଚିତ୍ରାଙ୍କନ, ପ୍ରତ୍ୟକ ବର୍ଗ ର ପ୍ରଥମ ରୁ ତୃତୀୟ, ଚତୁର୍ଥ ରୁ ସପ୍ତମ, ଅଷ୍ଟମ ରୁ ଦଶମ ଓ +୨ ରୁ +୩ ଛତ୍ର ଛାତ୍ରୀ ଙ୍କ ମଧ୍ୟରେ ଚଳିତ ମାସ ୯ ତାରିଖ ସୁଧା ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୦ ତାରିଖ ସୁଧା ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ କୁ ପଠାଜିବ ୧୨ ତାରିଖ ଦିନ ୧୧ ଘଟିକା ସମୟ ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ନୟାଗଡ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ମଧ୍ୟ ରେ ଅନୁଷ୍ଠିତ ହେବ ।


ନୂଆଗାଁ ବ୍ଲକ ମଧ୍ୟ ରେ ବିଭିନ୍ନ କ୍ଲସ୍ଟର ମଧ୍ୟ ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ନୂଆଗାଁ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ପତ୍ର ସଂଖ୍ୟା ୧୪୯୮ ମୁତାବକ ୦୬.୦୮.୨୦୨୪ ଦୂରଦୁରା, ଚାହାଳି, ମାଲୁସାହି, ନୀଳାଦ୍ରିପୁର କ୍ଲସ୍ଟର ସ୍ତରୀୟ ପ୍ରତିଯୋଗ, ୦୭ ତାରିଖ ରେ ନୂଆଗାଁ, ଜଗନ୍ନାଥପ୍ରସାଦ, କୋରୋଡା, ଜାକେଡା, ସମ୍ପଡା, ବାହାଡାଝୋଲା, ବେରୁଆଂବାରି, ବନ୍ତଳା, ଗୁମି ରେ କ୍ଲସ୍ଟର ରେ ଅନୁଷ୍ଠିତ ହେବ । ଚଳିତ ମାସ ୦୯ ତାରିଖ ରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ପାଇଁ ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟ ରେ ଅନୁଷ୍ଠିତ ହେଵ.ସମସ୍ତ ଅଭିଭାବକ ଶିକ୍ଷକ ଏହି ପ୍ରତିଯୋଗୀତା ପ୍ରତି ପିଲାଙ୍କର ଆଗ୍ରହ ବଢାନ୍ତୁ.

Post a Comment

0 Comments