ନୟାଗଡ଼ ଜିଲ୍ଲା ଜାତୀୟ ରାଜପଥ ୫୭ ସୋରଡ଼ା ନିକଟରେ ଘଟିଛି ଏକ ଦୃଘଟଣା। ସୂଚନା ଥାଉକି ଭୁବନେଶ୍ୱର ରୁ ସୋନପୁର ବୀରମହାରାଜପୁର ଯାଉଥୁବା ଏକ ସୁଇପଟ ଡିଯାୟାର କାର ସୋରଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱରେଥିବା ଗଛରେ ଧକା ଦେଇଥିଲା। କାର ମଧ୍ୟରେ ଗାଡି ଚାଳକ ସହିତ ଜଣିଏ ବ୍ୟକ୍ତି ରହିଥିବାର ସୂଚନା ମିଳିଛି.ଆଜି ଭୋର ସମୟରେ ଏହି ଦୃଘଟଣା ଘଟିଥିଲା । ଗାଡିଚାଳକ ସମେତ ୧ ଜଣ ସାମାନ୍ଯ ଆହାତ ହୋଇ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଶ୍ଚିତ ହୋଇଥିଲେ । ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପଛଞ୍ଚି ଗାଡିକୁ ଜବତ କରିବା ସଶିତ ଥାନାକୁ ଆଣିବା ଥିଲେ. ନୂଆଗାଁ ଥାନାରେ କେସ ନଂ ୧୪୪/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।
।
0 Comments