ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ଯୋଗଦେଲେ ୨ ଶିକ୍ଷକ। ସୂଚନା ଥାଉକି ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି କ୍ରୀଡା ଶିକ୍ଷକ ପଦବୀ ଖାଲିଥିଲା। ଆଜି ୨ ଶିକ୍ଷକ ଯୋଗଦେଇ ଅଛନ୍ତି। କ୍ରୀଡା ଶିକ୍ଷକ ତୁଷାର ମିଶ୍ର
ସହଶିକ୍ଷକ ଭରତ ମଙ୍ଗଳ ଯୋଗ ଦେଇ ଅଛନ୍ତି।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ।
0 Comments