ନୟାଗଡ଼ ଜିଲ୍ଲା ଜାତୀୟ ରାଜପଥ ୫୭କିରିଆଜଞ୍ଜି ନିକଟରେ ଘଟିଛି ସଡ଼କ ଦୃଘଟଣା. ସୂଚନା ଥାଉକି ଏକ ହୁଣଡାଇ ସେଣ୍ଟର କର ନଂ CG04B8999ନୟାଗଡ଼ରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ବେଳେ ଏକ ସ୍ୱିପଟ ଦିଜୟାର ଗାଡିOD02CE2393ସହିତ ମୁଁହାଁ ମୁଁହି ଧକା ହୋଇଥିଲା. ଘଟଣା ସ୍ଥଳରେ ଦୃଘଟଣା ଘଟିଥିଲା. ୨ଟି ଗାଡିର ସମୁଖ ପାଖ ଗୁଟର ଭାବରେ ଭାଙ୍ଗିଯାଇଥିଲା. ସ୍ୱିପଟ ଦିଜୟାର କାର ଧକା ହେବାଦ୍ବାରା ରାସ୍ତା ପାଇଶ୍ୱକୁ ପଶିଯାଇଥିଲା. ଘଟଣା ସ୍ଥଳରେ କିଛି ସମୟ ଧରି ରାସ୍ତା ଚଳାଚଳ ବନ୍ଦ ରହିଥିଲା.ଘଟଣା ସ୍ଥଳରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ. ତତ ପରେ ଗୁରୁତ୍ୱର ହୋଇଥିଲା ୩ଜଣ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ସ୍ଥାନାନ୍ତର କରାଯାଇଥିଲା. ଏହି ଦୃଘଟନରେ ବାହାଡ଼ଝୋଲାର ର ତ୍ରିନାଥ ସ୍ୱାଇଁ ଦୃଘଟଣା ଗ୍ରସ୍ତ ହୋଇ ଅଛନ୍ତି ତାଙ୍କର ହାତରେ ଓ ମୁଣ୍ଡରେ ଆଘାତ ଲାଗିଥିବାର ସୂଚନା ମିଳିଅଛି ।ସେ ଏବେ ଭୁବନେଶ୍ବରରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଶ୍ଚିତ ହେଉଥିବାର ସୂଚନା ମିଳିଛି ।
0 Comments