ନୂଆଗାଁ ରେ ସେବା ଉତ୍ସବ ସମିତି ପକ୍ଷରୁ ଭଜନ ସଂଧ୍ୟା

 


ନୟାଗଡ଼ ସେବା ଉତ୍ସବ ସମିତି ଓ ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ନୂଆଗାଁ ବଜାରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା କଳାପାଟ ଭଜନ ସନ୍ଧ୍ୟାର କଳାକାର ମାନେ ବିଭିନ୍ନ ଭଜନ ପରିବେଷଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ ପତିତପାବନ ସାହୁ, ଦେବରାଜ ଖଣ୍ଡୁଆଳ, ରମେଶ ଚନ୍ଦ୍ର ପ୍ରଧାନ, ସେବା ସମିତ ସଦସ୍ୟ ନିରଞ୍ଜନ ସାହୁ, ସଞ୍ଜୟ ସ୍ୱାଇଁ, ଶୁଭାଶିଷ ନାୟକ, ବର୍ଷା ପ୍ରିୟଦର୍ଶିନୀ, ସୋମ୍ୟା ସ୍ୱୟଂପ୍ରଭା, ପ୍ରଶାନ୍ତ କୁମାର ସାହୁ, ବାପୁନି ପ୍ରଧାନ, କୃପାସିନ୍ଧୁ ରାଉତ, ଆଶୁତୋଷ ସାହୁ ପ୍ରମୁଖ ସାମିଲ ହୋଇଥିଲେl




Post a Comment

0 Comments