ଡାନ୍ସ ନୟାଗଡ ଡାନ୍ସ ନୂଆଗାଁ ଅଡିସନ ଆରମ୍ଭ

 


ନୟାଗଡ଼ ଜିଲ୍ଲା ନୟାଗଡ଼ ର ଅଗ୍ରଣୀ ସଂଗଠନ ଭାଷା ,ସାହିତ୍ୟ,ସଂସ୍କୃତି ପରିଷଦ ସୃଜନିକା ନୟାଗଡ଼ ତରଫରୁ ଆଜି   ନୂଆଗାଁ ସଦର ମହକୁମାରେ ଥୁବା ବିଜୁଭବନ ଠାରେ ଆଜି ସୂଜନୀକା ନୟାଗଡ଼ ଆନୁକୂଲ୍ୟରେ ଡାନ୍ସ ନୟାଗଡ଼ ଡାନ୍ସ ର ଅଡିସନ ଆରମ୍ଭ ହୋଇଯାଇଛି. ଆଜିର କାର୍ଯ୍ୟକ୍ରମ କୁ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଛନ୍ତି. ସୁଜନୀକାର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସଚୀବ ନିର୍ମଳ ଚନ୍ଦ୍ର ସୂରଦେଓ, ଶୁଭେଚ୍ଛୁ ସମାଜସେବୀ ଦାମୋଦର ସାହୁ ଭାବରେ ସମାଜ ସେବୀ ଶଙ୍କର୍ଷଣ ବେହେରା, ନୂଆଗାଁ +3 ମହାବିଦ୍ୟାଳୟ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ. ଏବଂ ସମସ୍ତ ସ୍ଥନୀୟ ଅତିଥି ଯୋଗଦେଇଥିଲେ. ଅଞ୍ଚଳର ଲୁକାୟିତ ହୋଇରାହିଥିବା ପ୍ରତିଭାକୁ ଲୋକବହୁମୁଖୀ କରିବା ହେଉଛି ସୁଜନିକାର ମୁଖ୍ୟ ଉଦେଶ୍ୟ. ଆଜି ନୂଆଗାଁ ବ୍ଲକର ବିଭିନ୍ନ ପଂଚାୟତରୁ ଛୋଟ ଛୋଟ କଳାକାର ମନେ ଯୋଗଦେଛନ୍ତି.


Post a Comment

0 Comments