ଅବସର ପ୍ରାପ୍ତ ପୋଲିସ କର୍ମଚାରୀ କଲ୍ୟାଣ ସଙ୍ଘ ପକ୍ଷରୁ ସାଧାରଣ ବୈଠକ


 




ଅବସର ପ୍ରାପ୍ତ ପୋଲିସ କର୍ମଚାରୀ କଲ୍ୟାଣ ସଙ୍ଘ ପକ୍ଷରୁ ପୁରୁଣା ସହର ସ୍ଥିତ ନିଜସ୍ୱସଭାଗୃହ ରେ ସାଧାରଣ ବୈଠକ ଅନୁଷ୍ଠିତ, ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଯୋଗ ଦେଇ ପ୍ରଭୁ ଜଗତରନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ବୈଠକ କୁ ଉଦ୍ଘାଟନ କରିନିଜର ବକ୍ତବ୍ୟରଖି ଥିଲେ, ତତ ସହିତ ଏହି ବୈଠକ ରେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ, ଅକ୍ଷୟ ଦାସ,, ଅମୁଲ୍ୟ ମହାନ୍ତି, ପ୍ରମୋଦ କୁମାର ବେହେରା,ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ସଙ୍ଘର ଉପଦେଷ୍ଟା ଅଭିମନ୍ୟୁ ପରିଡା, ଉପସ୍ଥିତ ରହି ବକ୍ତବ୍ୟ ମାଧ୍ୟମ ରେ ସଙ୍ଘ ପାଇଁ ନିଜର ସୁଚିନ୍ତିତତଥା ସଙ୍ଘ ର କିଛି ସମସ୍ୟା ଉପରେ ଆଲୋକ ପାତ କରିଆଗକୁ ସଙ୍ଘ ର କିପରି ଉର୍ନତି ର ଆଶା ନେଇ ନିଜର ମତାମତ ରଖିଥିଲେ,ଏହି ଅବସର ରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୋଲିସ କର୍ମଚାରୀ କଲ୍ୟାଣ ସଙ୍ଘ ପକ୍ଷ ରୁ ସମସ୍ତ ଅବସର ଗ୍ରହଣ କରିଥିବା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ, ସଭାଶେଷ ରେ ସଙ୍ଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା

Post a Comment

0 Comments