ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ମଇଲ ଫୋୖଣ୍ଡସନ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଠୀ ଭାବେ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା,କୋରଡ଼ା ସରପଞ୍ଚ ନିରୁପମା ପାତ୍ର, ପୂର୍ବତନ ସରପଞ୍ଚ ତଥା ସ୍ମାଇଲ ଓଡିଶା ନୂଆଗାଁ ବ୍ଲକ ସଭାପତି ଗାଲେଖ ଗୋଛାୟତ, କୋରଡ଼ା ଗ୍ରାମ ସମ୍ପାଦକ ଭଗବାନ ପ୍ରଧାନ ଉପସ୍ଥିତିରେ ରହିଥିଲେ. ନୟାଗଡ଼ ରେଡକ୍ରୋସ ସୋସାଇଟର କର୍ମଚାରୀ ଉପସ୍ଥିତ ରହିଥିଲେ.ଡାକ୍ତର ଏଜି ଗଣେଶ ଉପସ୍ଥିତ ରହିଥିଲେ.ଶିବିର ଆରମ୍ଭରେ ମାନ୍ୟବର ବର ବିଧାୟକ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ ତତ ସହିତ ଉପସ୍ଥିତ ସ୍ବେଛାସେବୀ ବ୍ଲଡ଼ ଦାତାମାନ୍ନକୁ ଉତ୍ସାହିତ କରିଥିଲେ. ସମୁଦାୟ ୨୨ ୟୁନିଟ ବ୍ଲଡ଼ ସଂଗ୍ରହ କରାଯାଇଥିଲା.
0 Comments