ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ବଂଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ମଧ୍ୟରେ ଆଜି ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି. ଏସିଏଫ ଅମ୍ରିତ କୁମାର ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ୩୫ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉପସ୍ଥିତ ରହିଥିଲେ.ଏହି ପ୍ରତିଯୋଗିତାରେ ବିଶ୍ୱ ପରିବେଶ ଦିବସକୁ ନେଇ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା. ଏହି ପ୍ରତିଯୋଗିତାରେ ଜିଲ୍ଲା ସ୍ତରୀୟ ପ୍ରତି ଯୋଗିତାକୁ କୁଇଜରେ ରଶ୍ମିତା ସାହୁ, ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ମହୀପୁର ପ୍ରତିଯୋଗିତାରେ ପ୍ରଥମ, ଶୁଭମ ନାୟକ, ଚିନ୍ତାମଣୀ ବିଦ୍ୟାପୀଠ ସଂପଡା, ଦ୍ୱିତୀୟ, ଆଶ୍ରିତ ଅଂଶୁମାନ ସାହୁ,ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ମହୀପୁର , ସୁଶ୍ରୀ ସୁମନ ପ୍ରଦାହ୍ନ, ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗାଁ.ନିରୀକ୍ଷା ନିବେଦିତା, ଚିନ୍ତାମଣୀ ବିଦ୍ୟାପୀଠ ନୂଆଗାଁ, ଚିତ୍ରାଙ୍କନ ରେ ଆଦିତ୍ୟ ବେହେରା, ଚିନ୍ତାମଣି ବିଦ୍ୟାପୀଠ, ସଂପଡା ଗ୍ରହଣ କରି ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇ ଥିବାର ସୂଚନା ମିଳିଛି ସୂଚନା ମିଳିଛି.
0 Comments