■ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ
-
ଦଶପଲ୍ଲା : - (ରତ୍ନାକର ହୋତା ) ପାଞ୍ଚବର୍ଷ ପୂରଣ
କରିଥିବା ସିଆରସିସି କଂ ସ୍ଥାନରେ ନୂତନ ସିଆରସିସି କୁଂ
ନିଯୁକ୍ତି ପ୍ରଦାନ କରାଯାଇଛି । ଦଶପଲ୍ଲା ବ୍ଳକରେ ସାତ
କ୍ଲଷ୍ଟର୍ ପାଇଁ ସାତଜଣ ନୂତନ ସିଆରସିସି ନିଯୁକ୍ତ
ହୋଇଛନ୍ତି । ନବନିଯୁକ୍ତ ସିଆରସିସି ମାନେ ହେଲେ:-
ଜିତେନ୍ଦ୍ର କୁମାର ପାତ୍ର-ଖମାରସାହି, ବିଜୟ କୁମାର
ସାହୁ-ଜାନିସାହି, ସୂର୍ଯ୍ୟମଣି ସାହୁ-ତୁମାଣ୍ଡି, କାମଦେବ
ପଣ୍ଡା – ଉଲିସାହି, କସ୍ତୁରୀ ସାହୁ - ସାତପାଟଣା,
ଦାଶରଥ୍ ସାହୁ- ଭୋଗବାଡି ଓ ଜୟନ୍ତ ନାରାୟଣ
ଦଳବେହେରା- ଘୁଗୁଡିପଡା। ନୂତନ ସିଆରସିସି
ମାନଂକୁ ତୁରନ୍ତ ଦାୟିତ୍ଵ ହସ୍ତାନ୍ତର କରିବା ନିମନ୍ତେ
ସମଗ୍ର ଶିକ୍ଷା, ନୟାଗଡ଼ ପକ୍ଷରୁ ଅର୍ଡର ନମ୍ବର-
୧୧୧୦ ତା ୧୨-୦୬-୨୦୨୪ ନିର୍ଦ୍ଦେଶ
ଦିଆଯାଇଛି। ଏଥୁ ସହିତ କାର୍ଯ୍ୟକାଳ ପୂରଣ
କରିଥୁବା ସି ଆରସି ସି ମାନେ ତୁରନ୍ତ ଦାୟିତ୍ଵ
ହସ୍ତାନ୍ତର କରି ନିଜ ନିଜ ବିଦ୍ୟାଳୟକୁ ଫେରିଯିବା
ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
0 Comments