ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଥାନାରେ ହଠାତ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି. ସୂଚନା ମୁତାବକ ଗ୍ରାମଚଳ ମାନଙ୍କରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସଶିତ ସମାଜରେ ଘଟୁଥିବା ଅପରାଧକ ମୁକ୍ତ କରିବା ସହିତ ନିଶାକରବାରରେ ରିକଲଗାଇ ଶାନ୍ତି ପ୍ରତିଷ୍ଠା କରାଯିବ.ନିର୍ବାଚନ ଶାନ୍ତି ଶୃଙ୍ଖଳା ହୋଇଥିବାରୁ ଜନସାଧାରଣ ଏବଂ ପୋଲିସ ବିଭାଗକୁ ଧନ୍ୟ ବାଦ ଦେବା ସହିତ ଥାନାକୁ ଆସୁଥିବା ସମସ୍ୟାକୁ ଶାନ୍ତିପୂର୍ଣ ଭାବରେ କିଭଳି ସମାଧାନ କରାଯିବ ସହ ସମସ୍ତ ସୁବିଧା ପାଉଛନ୍ତିକି ନାଇଁ ଜନସାଧରଣକୁ ପଚାରି ବୁଝିଥିଲେ ଆରକ୍ଷୀ ଅଧିକ୍ଷକ. ପରବର୍ତୀ ସମୟରେ ଗ୍ରାମ ଗ୍ରାମ ବୁଲି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରିବା ପାଈଁ ଆଲୋଚନା ହୋଇଥିଲା. ଏହି ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଯେନ , ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ନୂଆଗାଁ ଥାନା ଅଧିକାରୀ ଜୟନାରାୟଣ ଲେଙ୍କା ସଶିତ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ସାମ୍ବାଦିକ ମନେ ଉପସ୍ଥିତ ଥିଲେ.
0 Comments