ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷା +୨ କଳା, ବିଜ୍ଞାନ, ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା ଫଳ ବାହାରି ଚାଇଛି. ସୂଚନା ମୁତାବକ
କାଳରେ ବ୍ଲକ ଟପର ହୋଇଛନ୍ତି ପୁଷ୍ପଲତା ସାହୁ ୫୧୨, ବ୍ଲକ,
ବିଜ୍ଞାନରେ ବ୍ଲକ ଟପର ଭାଗିରଥି ସାହୁ ୪୯୨ଗତିଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସଂସ୍କୃତ ରେ ବ୍ଲକ ଟପର ସନ୍ତୋଷୀ ନାୟକ(୫୧୯).ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର, ଜଗନ୍ନାଥପ୍ରସାଦ.
0 Comments