ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ରୀଡା ପଞ୍ଚାୟତ ବରଡ଼ାଖେମଣ ଗ୍ରାମର ଘଟିଛି ଅଭାବନୀୟ ଘଟଣା. ବରଡ଼ାଖେମଣ ଗ୍ରାମର ସନାତନ ନୟାକଙ୍କ ୧୧ଟି ମେଣ୍ଢା ଗୁହାଳରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି.ସୂଚନା ମୁତାବକ ପୂର୍ବ ଦିନ ମେଣ୍ଢା ମାନଙ୍କ ଦେହ ଅସୁସ୍ଥ ହେବାରୁ ଭେଟନାରୀ ବିଭାଗ ସୂଚନା ପାଇବା ପରେ ଚିକିତ୍ସା କରା ଯାଇଥିଲା. କିନ୍ତୁ ୩ଟି ମେଢ଼ା ମୃତ୍ୟୁ ହୋଇଥିଲା. ଆଜି ସୂଚନା ମୁତାବକ ସକାଳୁ ଆଉ ୮ ମେଢ଼ାର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି. ମେଢ଼ା କଣ ପାଈଁ ମାରୁଛନ୍ତି ତାର ସଠିକ ତଥ୍ୟ ମିଳିନାହିଁ.
0 Comments