ଜାତୀୟ ରାଜପଥ ୫୭ ମହୀତମା ନିକଟରେ ଖୋଲିଲା, ହୋଟେଲ ଦୋସ୍ତି


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ପଞ୍ଚାୟତ ଜାତୀୟ ରାଜପଥ. ନଂ ୫୭ ମହୀତମା ନିକଟରେ ଆଜି ଠାରୁ ଶୁଭାରମ୍ଭ ହେଲା ହୋଟେଲ ଦୋଷ୍ଟି. ସମସ୍ତ ପ୍ରକାର ସୁସ୍ୱାଦୁ ନିରାମିନ୍ସ ଓ ଆମିଷ ଭୋଜନ ଏଠାରେ ଉପଲବ୍ଧ ହେବ ଯାହାକି ହୋଟେଲ ମାଲିକ ବସନ୍ତ ଓ କୃଷ୍ଣ କହିଛତି. ନୟାଗଡ଼ରୁ ଦଶପଲ୍ଲା ଅଭିମୁଖେ ଗଲାବେଳେ ମହୀତମା ଛକରୁ କିଛି ଦୂର ଗଲା ପରେ ରାସ୍ତାର ଡାହାଣ ପାର୍ଶ୍ୱରେ ପଡେ ଏହି ହୋଟେଲ. ଆସନ୍ତୁ ସୁସ୍ୱାଦୁ ବ୍ୟଞ୍ଜନର ସ୍ୱାଦର ମଜା ନିଅନ୍ତୁ.

Post a Comment

0 Comments