ନୂଆଗାଁ ୧୧/୪ : ନୂଆଗାଁ ବ୍ଲକ ସଦରମହକୁମାରେ ଥିବା ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ସଂଘର ସଭାପତି ଶିବଦତ୍ତ ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଛେନାପୋଡ଼ କାଟିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା ସମେତ ସାମ୍ବାଦିକ ହୃହୟାନନ୍ଦ ସାଶମଲ, ଶୁକେନନ୍ଦୁ କୁମାର ଦାସ, ଦିଲ୍ଲୀପ କୁମାର ଜାନୀ, ପ୍ରଶାନ୍ତ ମହାପାତ୍ର, ଦାଶରଥି ପ୍ରଧାନ, ମାନସ ରଞ୍ଜନ ତ୍ରୀପାଠୀ, ଚିନ୍ମୟୀ ପ୍ରଧାନ, ସୁବ୍ରତ ପରିଡା , ରଶ୍ମୀ ରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
0 Comments