ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜାତୀୟ ରାଜପଥ ୫୭ କୋରଡା ଗୋଡିସାହି ପୋଖରୀ ସମୁଖରେ ଘଟିଛି ସଡକ ଦୃଘଟଣା । ଦୁଇ ବାଇକ ସାମ୍ନା ସମ୍ମାନୀ ଧକା ହେବା ଦ୍ଵାରା ୩ ଜଣ ଗୁରୁତର ହୋଇ ପଡିଛନ୍ତି । ସୂଚନା ମୁତାବକ ଆଜି ସକାଳୁ ବଡମ୍ବାର ନିବ ସାହୁ ଓ ରୁନୁ ସାହୁ ଭୁବନେଶ୍ବର ରୁ ଦଶପଲ୍ଲା ଯାଉଥିଲେ ସମ୍ପର୍କୀୟଙ୍କୁ ଦେଖା କରିବା ପାଇଁ ଏହି ସମୟରେ ବିପରୀତ ଦିଆଗରୁ ଏକ ବାଇକ ସହିତ ସମ୍ମାନ ସମମ୍ନୀ ଧକା ହୋଇଥିଲା ସେଥିରେ ଚନ୍ଦ୍ର ଶେଖର ସାହୁ ,ଗ୍ରାମ ଗୋଡିଆଳି ଦୃଘଟଣା ଗ୍ରସ୍ତ ହୋଇଥିଲେ । ତିନିଜଣଙ୍କୁ ସ୍ଥାନୀୟ ଜନ ସାଧାରଣ ଓ ଅଗ୍ନିସମ ବାହିନୀ ନୂଆଗାଁ କାର୍ଯ୍ୟଳୟର କର୍ମ ଚାଲି ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ମହିପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରଯାଇଥିଲା । ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚିଅଛି ସୂଚନା ମିଳିଛି ।
0 Comments