ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବାବା ବିରୁପାକ୍ଷେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଜାଗାର ଯାତ୍ରା. ବାହୁବର୍ଷ ଧରି ଏହି ଯାତ୍ରା ମନ୍ଦିର ପ୍ରାଙ୍ଗଣରେ ହୋଇଆସିଅଛି. ଏହିଯାତ୍ରାରେ ବହୁ ଗ୍ରାମର ଜନସ୍ରେଧାରଣ ଯୋଗଦେଇ ଥାଆନ୍ତି. ୩ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥାଏ. ସୂଚନା ମୁତାବକ ଆଜିର କାର୍ଯ୍ୟ ସୂଚୀ ଅନୁସାରେ ସନ୍ଧ୍ଯା ୬ ଘଟିକା ୩୦ ମିନିଟ ସମୟରେ ପ୍ରଥମ ଧୂପ ,୭ ଘଟିକା ୩୦ ମିନିଟ ଅବକାଶ ନୀତି ଓ ଦିତୀୟ ଧୂପ ,୮ ଘଟିକା ୩୦ ମିନିଟ ତୃତୀୟ ଧୂପ ,୯ ଘଟିକା ୩୦ ମିନିଟରେ ଚତୁର୍ଥ ଧୂପ ,୯ ଘଟିକା ୩୫ ମିନିଟରେ ବେଢା ପରିକ୍ରମା .୧୦ ଘଟିକା ସମୟରେ ମହାଦୀପ ଉଠିବାର ସମୟ ନିରଘଣ୍ଟ ହୋଇଛି ।
0 Comments