ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାତୀୟ ରାଜପଥ ୫୭ସୋରଡ଼ା ନିକଟରେ ଘଟିଛି ଦୃଘଟଣା. ସୂଚନା ମୁତାବକ ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ OD15J9033 ନୟାଗଡ଼ ରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ସମୟରେ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ବାଙ୍କରେ ୫ଟି ଘଛକୁ ଭାଙ୍ଗି ରାସ୍ତା କଡରେ ଓଲଟି ପଡିଛି. ଟ୍ରକ ର ସମୁଖ ଭାଗ ଭାଙ୍ଗିଯିବା ସହିତ ଘଟଣା ସ୍ଥଳରୁ ଡ୍ରାଇଭର ନଥିବାର ସୂଚନା ମିଳିଛି. ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି.
0 Comments