ଆରମ୍ଭ ହେଲା ସପ୍ତବିଂଶତମ ବିଶ୍ବାସନ୍ତି ମହାଯଜ୍ଞ ,କୋରଡା



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡା ପଂଚାୟତ କୋରଡା ଗ୍ରାମରେ ବିଶ୍ବାଶାନ୍ତି ମହାଯଜ୍ଞ ଆଞ୍ଚଳିକ କମିଟି କୋରଡା ଆନୁକୁଲ୍ଯରେ ଆରମ୍ଭ ହୋଇଯାଇଛି ସପ୍ତବିଂଶତମ ବିଶ୍ବାସନ୍ତି ମହାଯଜ୍ଞ। ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵସାନ୍ତି ନିମିତ ପାଞ୍ଚଦିନ ବ୍ୟାପୀ ଏକ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେବ । କଳିପ୍ରଭାଗ ଗ୍ରସ୍ତ ଜନ ମାନସରୁ ପାପ
,ତାପ ଦୂରୀକରଣ ତଥା ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବା ପାଇଁ ଘୃତଯଜ୍ଞ ,ନାମ ଯଜ୍ଞ ,କୀର୍ତନ ,ସନ୍ଧ୍ଯା ପ୍ରବଚନ ଓ ସର୍ବୋପରି ଅନ୍ନଛତ୍ର ବ୍ୟବସ୍ଥା କରାଯାଇଛି । ପାଞ୍ଚଦିନ ଧରି ମନ୍ଦିର ପ୍ରାଙ୍ଗଣରେ ମହାଯଜ୍ଞ ଅନୁଷ୍ଠିତ ହେବ । କାର୍ଯ୍ୟ ସୂଚୀ ମୁତାବକ ୧୯ ତାରିଖ  ଦିବସ ରେ ଅଙ୍କୁରରୋପଣ ,୨୦ ତାରିଖ ମଙ୍ଗଳବାର  ତୀର୍ଥଜଳ ଆବାହନ ଓ ଗୃତାହୁତି ଆରମ୍ଭ ,ଚାରି ଘଟିକରେ ମହିଳା ବାଡି ଶଙ୍କିର୍ତନ ,୨୧ ତାରିଖ ବୁଧବାର ରାତ୍ରି ୭ ଘଟିକା ରୁ ପଲ୍ଲା ,ଗଇକା ବିନୋଦିନୀ ମହାରଣା ,୨୨ ତାରିଖ ଗୁରୁବାର ରାତ୍ରି ୭ ଘଟିକା ନାଟକ ତଅପୋଇ ,୨୩ ତାରିଖ ଶୁକ୍ରବାର ରାତ୍ର ୭ ଘଟିକା ରାମ ନାଟକ ,ଛିମା ଖୋର୍ଦ୍ଧା ,୨୪ ତାରିଖ ଶନିବାର ପୂର୍ଣାହୁତି ସନ୍ଧ୍ୟା ୭ ଘଟିକା ରାମା ନାଟକ ,ରଣପୁର ଅନୁଷ୍ଠିତ ହେବ

Post a Comment

0 Comments