ଅବସରପ୍ରାପ୍ତ ଶିକ୍ଷକଙ୍କ ଦେହାନ୍ତ



ନୂଆଗାଁ ବ୍ଲକ ଅନ୍ତର୍ଗତ ଖାଲମଡ଼ା ଗ୍ରାମର ବରିଷ୍ଠ ଶିକ୍ଷାବିତ୍,ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେଡି ବର୍ଷିଆନ ସଂଗଠକ ସ୍ବର୍ଗତ ଗଜେନ୍ଦ୍ର ନାଥ ପରିଡ଼ା(ବାବୁଲି ସାର)ଙ୍କ ଆଜି ନିଜ ବାସଭବନ ଖାଲମଡା ରେ ଦେହାନ୍ତ ହୋଇଯାଇଛି । ଦୀର୍ଘଦିନ ଦେହ ଅସୁସ୍ଥ ଥିଲା ବିୟୋଗ ହୋଇଥିବା ଖବର ପାଇ ତାଙ୍କବାସଭବନ କୁ ବହୁ ବନ୍ଧୁବାନ୍ଦହାବ ,ଶିକ୍ଷକ ଶିକ୍ଷତ୍ରି ,ବିଯୁଜନତା ଦଳର ବହୁସଙ୍ଗଠକ ,ବୁଦ୍ଧିଜୀଇ ଉପସ୍ଥିତ ହୋଇଥିଲେ । ଏହି ଖବର ପାଇ ପାଇ ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ଅମର ଆତ୍ମା ର ସଦଗତି କାମନା କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବାପାଇଁ ଉପସ୍ଥିତ ହୋଇଥିଲେ


Post a Comment

0 Comments