ବିଳମ୍ବିତ ରାତିରେ ଦୃଘଟଣା,୧ ମୃତ

 ବିଳମ୍ବିତ ରାତିରେ ଦୃଘଟଣା,୧ ମୃତ


ନୟାଗଡ଼ ଜିଲ୍ଲା ନୂଆଗାଁ ଜାତୀୟରାଜପଥ ୫୭ ପଞ୍ଚୁପାଣ୍ଡଵ ମନ୍ଦିର ନିକଟରେ ଘଟିଛି ସଡ଼କ ଦୃଘଟଣା ଏଥିରେ ଜଣେ ମୃତୁ ହୋଇଥିବାର ସୂଚନା ମିଳିଛି. ସୂଚନା ମୁତାବକ ଜଗନ୍ନାଥପ୍ରସାଦ ଗ୍ରାମର ଅଞ୍ଜଳି କରଣ ବୟସ ୪୨ଓ ପ୍ରଦୀପ ପରିଡା ୩୩ ମସ୍କାବାରୀ ବାଇକରେ ମସ୍କାବାରି ଯାଉଥିବା ସମୟରେ ଆଉ ଏକ ବାଇକ ପଛପଟୁ ଧକା ଦେଇଥିଲା. ଯଦ୍ୱାରା ବାଇକ ୨ଟି ଦୃଘଟଣା ଘଟିଥିଲା.ସେ ବାଇକରେ କଟୁବନ୍ଧ ଗ୍ରାମର ନରୋତମ ନାୟକ ଓ ପ୍ରଦୀପ ଯାନୀ ଯାଉଥିଲେ.ତାଙ୍କୁ ନୂଆଗାଁ ଅଗ୍ନିଶମ ଗାଡି ସେଠାରେ ଆସି ଦୃଘଟଣା ଗ୍ରସ୍ତଙ୍କୁ ନୟାଗଡ଼ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ସେଠାରେ ଅଞ୍ଜଳି କରଣ ମୃତ ହୋଇଥିବାର ସୂଚନା ମିଳିଛି.

Post a Comment

0 Comments