ଉଦଯାପିତ ହେଲା ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କାର୍ମଶାଳା

                             


    ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସହକାରୀ ଉଦ୍ୟାନ କୃଷି କାର୍ଯ୍ୟଳୟ ମଧ୍ୟରେ ୩ ଦିନ ଧରିଚାଲିଥିବା ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କାର୍ମଶାଳା ଉଦଯାପିତ ହୋଇଯାଇଛି. ଉକ୍ତ ପ୍ରଶିକ୍ଷଣ ଶିବିର ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଅଜିତ କୁମାର ନାୟକଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।  ସୂଚନା ମୁତବକ ଏହି ଶିବିର ୩ ଦିନ ଧରି କୃଶକ ମାନନଙ୍କୁ ନେଇ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ କୃଷି ପ୍ରତି ଆକ୍ରୁଷ୍ଟ କରି କୃଶକ ମନଙ୍କୁ ସମବୃଦ୍ଧି ଓ ବିକାଶ ପାଇଁ ବିଭିନ୍ନ ଚାଷ ସହିତ ନୂତନ କୃଷି ପ୍ରାଣନୀ ମାଧ୍ୟମରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଛତୁଚାଷ ,ବିଭିନ୍ନ ଫଳ ଚାଷ ,ବିଭିନ୍ନ  ପନିପରିବା ଚାଷ ଉପରେ ଗୁରୁଟୋ ଦିଆ ଯାଇଥିଲା । ବିଭିନ୍ନ ପଂଚାୟତ ମଧ୍ୟରୁ ୧୦୦ରୁ ଉର୍ଧୋ କୃଶକ ଏହି ଶିବିରରେ ଯୋଗଦେଇଥିଲେ । ନୂଆଗାଁ ,ଉଦୟପୁର ,କୋରଡା ,ସୋରଡା ,ଜା କେଡା ,ଶିକ୍ରୀଡା ,ମହିପୁର ,ଶିଙ୍ଗାରପଲ୍ଲୀ ,ଚାହାଳି ,କପତାପଲ୍ଲୀ ,ଗୁମୀ ବଡଗୋଠ ପ୍ରଭୃତି ପଞ୍ଚାୟତର କୃଶକ ଯୋଗଦେଇଥିଲେ । ଉଦ୍ଘାଟନୀ ଶିବିରକୁ ପ୍ରଥମ ଦିନରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ।ତତ ସହିତ ଅଥିତୀଭବରେ ସମାଜ ସେବି ଶଙ୍କର୍ଷଣ ବେହେରା ,କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ,ପାଣିକୋଇଲି ଦେବାଶିଷ ନାୟକ ଯୋଗଦେଇଥିଲେ । ଦିତୀୟ ଦିନରେ ଆରସିଡ଼ି ପ୍ରଶିକ୍ଷକ ପ୍ରସନ୍ନ ନାଏକ । ତୃତୀୟ ଦିନରେ ଏଫିକାଲ ଜିଲ୍ଲା ସଂଯୋଜକ ଅଭିନାଶ ଦାସ । ଚତୁର୍ଥ ଦିନରେ ମୁଖ୍ୟ ଅତିଥିଭାବରେ କୃଷି ବିଜ୍ଞାନ କେନ୍ଦ୍ର ପାଣିକୋଇଲି ଗୀତାଞ୍ଜଳି ଦାସ ,ଉଦ୍ୟାନ ବିଭାଗ ଜିଲ୍ଲା ଉପମୁଖ୍ୟ ନିର୍ଦେଶ ଲଲିତ କୁମାର ପଣ୍ଡା ଯୋଗଦେଇଥିଲେ ।

Post a Comment

0 Comments