ନୟାଗଡ଼ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ଯୋଗଦେଇଅଛନ୍ତି ହିନ୍ଦୀ ଶିକ୍ଷକ ଆଂକେଶ କୁମାର ସାହୁ. ଦୀର୍ଘ ବର୍ଷ ଧରି ହିନ୍ଦୀ ଶିକ୍ଷକ ଯୋଗଦେଇ ନଥିଲେ ଯଦ୍ୱାରା ସ୍ଥାନଟି ଖାଲିରହିଥିଲା.ବର୍ତ୍ତମାନ ଏହି ସ୍ଥାନତି ପୂର୍ଣ୍ଣ ହୋଇଛି. ହିନ୍ଦୀ ଶିକ୍ଷକ ଯୋଗଦେଇଅଛନ୍ତି. ଯଦ୍ୱାରା ଛାତ୍ର ଛାତ୍ରୀ ଅଭିଭାବକ ମହଲରେ ଖୁସିର ଫେରି ଆସିଛି.
0 Comments