ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ ଗୋଟି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ଆଜି ଚଳିତ ବର୍ଷର +୨ କଳା ବିଭାଗର ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଯାଇଛି । ସମୁଦାୟ ୬୫୬ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ଅନୁପସ୍ଥିତ ରହିଛନ୍ତି । ସୂଚନା ମୁତାବକ ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ସମୁଦାୟ ୨୪୪ ମାଧୟରୁ ୧୪୧ ଜଣ ଉପସ୍ଥିତ ରହିଥିବା ବେଳେ ୩ ଜଣ ଅନୁପସ୍ଥିତ ରହିଛନ୍ତି । ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଗତିକେଶ୍ଵର ,ମଳିସାହି ସମୁଦାୟ ୨୪୪ ମାଧୟରୁ ୧୪୧ ଜଣ ଉପସ୍ଥିତ ରହିଥିବା ବେଳେ ୩ ଜଣ ଅନୁପସ୍ଥିତ ରହିଛନ୍ତି । ଠିକସେହିପରି ଦଧିବାମନଜୀଉ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ବାହାଡଝୋଲାର ସମୁଦାୟ ୧୭୬ ମଧ୍ୟରୁ ୧୭୪ ଉପସ୍ଥିତ ରହିଥିବା ବେଳେ ୨ ଜଣ ଅନୁପସ୍ଥିତ ରହିଥିଲେ । ପ୍ରଥମ ଡାୟାନାରେ କୌଣସି ଅସୁବିବଧା ନ ହୋଇ ସଠିକ ସମୟରେ ପରୀକ୍ଷା ଆରମ୍ଭ ହୋଇ ସଠିକ ସମୟରେ ଶେଷୋଇଥିବାର ସୂଚନା ମିଳିଛି ।
0 Comments