ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ନୂଆସାହି ଗ୍ରାମର ଝିଅ ପୂଜାରଣୀ ସ୍ଵାଇଁ ରାଜ୍ୟ ସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିରରେ ରେ ଓଡିଆ ବେଶ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଛନ୍ତି । ସୂଚନା ମୁତାବକ ଚଳିତ ମାସ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ନିଲାଞ୍ଚଳ ପାଲିଟେକ୍ନିକ ,ପଥରଗାଡିଆ ,ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ନୟାଗଡ ଜିଲ୍ଲାରୁ ରାକେଶ କୁମାର
ବରାଡଙ୍କ ନେତୃତୋରେ ୮ ଜଣ ଛାତ୍ର ଛାତ୍ରୀ ଏହି ଶିବିରରେ ଯୋଗଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଭାଗରେ ପ୍ରତି ଯୋଗୀତା ହୋଇଥିଲା । ଓଡିଆ ବେଶ ପ୍ରତିଯୋଗିତାରେ ପୂଜାରଣୀ ସ୍ଵାଇଁ ପ୍ରଥମ ହୋଇ ନୂଆଗାଁ ବ୍ଲକ ନା ରାଜ୍ୟ
ସ୍ତରରେ ରଖିଛନ୍ତି । ସେ ନୟାଗଡ଼ଜିଲ୍ଲା ପ୍ରଜାମଣ୍ଡଳ
ମହିଳା ମହାବିଦ୍ୟାଳୟର + ୩ ତୃତୀୟ ବର୍ଷର ଶିକ୍ଷା ବିଭାଗର ଛାତ୍ରୀ ।
0 Comments