ନାୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରେ ଆଜି ବିଂଶତମ ବାର୍ଷିକ ଉତ୍ସଵର ଉଦଜାପାନୀ ଅନୁଷ୍ଠିତ ହୋଇଯାଇଛି. ଏହି ବିଦ୍ୟାଳୟଟି ୨୦୦୪ ମସିହାରେ ପ୍ରତିଷ୍ଠିତ ହୋଇ ଆଦ୍ୟାବାଦୀ ଦଣ୍ଡାୟମାନ ହୋଇଅଛି. ଆଜି ସେତାର ବିଂଶ ତମ ବାର୍ଷିକ ଉତ୍ସଵର ଉଦଜାପାନୀ ପାଳନ କରୁଚି. ବହୁମେଧାବୀ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇ ଛନ୍ତି. ବିଦ୍ୟାଳୟର ଶିକ୍ଷୟତ୍ରୀ କବିତା ବାହିନୀ ପତିଙ୍କ ତ୍ବବଧାନରେ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ସ୍କୁଲ ପରିଚାଳନା କମିଟି ସହିତ ଅଭିଭାବକଙ୍କ ସହମାତିକ୍ରମେ ଅତି ସୁନ୍ଦର ଭବରେ ଅନୁଷ୍ଠିତ ହୋଇଯାଇଛି.
୨ୟ ଦିଆନର ଉଦଜାପାନୀ ଉତ୍ସଵ ରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ । ଏହି ପରି ଏକ ସୁନ୍ଦର କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ କରିଥିବାରୁ ପ୍ରଧାନ ଶିକ୍ଷକ ସ୍କୁଲ କମିଟି ଓ ଅଭିଭାବକଙ୍କୁ ଧନ୍ୟବାଦ ଦେଇଥିଲେ । ଛାତ୍ର ଛାତ୍ରୀଙ୍କର ଶାରୀରିକ ମାନସିକ ଅବିବୃଦ୍ଧି ପାଇଁ ଏହି ପରି କାର୍ଯ୍ୟକ୍ରମ ନିତାନ୍ତ ଆବଶ୍ୟକ । ଉକ୍ତ କାର୍ଯ୍ୟ କ୍ରମରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ପ୍ରତିନିଧି ସମାଜ ସେବି ସଂକର୍ଷଣ ବେହେରା ,ସ୍ଥାନୀୟ ସରପଞ୍ଚ , ସ୍ଥାନୀୟ ଜନପରତିନିଧି ସମେତ ଅତିଥି ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା ।
0 Comments