ନୂଆଗାଁ ସଦର ମହକୁମାରେ ଆଜି କୀଟ ଅନୁକୂଳୟରେ ମିନିମାରାଥନ ଅନୁଷ୍ଠିତ ହୋଇଯାଇଛି. ସୂଚନା ମୁତାବକ ନୂଆଗାଁ ସଦର ମହକୁମା ବ୍ଲକ ପ୍ରମୁଖରୁ ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ଗଣ ଦୌଡ଼ କରି ବିଜୁ ଯୁବ ଭବନ ଠାରେ ପହଂଚି ଥିଲେ. ମାନ୍ୟବର ସାଂସଦ କନ୍ଧମାଳ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଦ୍ଵାରା କୀଟ୍ ଆନୁକୂଲ୍ୟରେ ଯୁବ,ଛାତ୍ର ଙ୍କ ଦ୍ଵାରା ଏକ ଗଣଦୌଡ଼ ପ୍ରତିଯୋଗିତା,ଶିକ୍ଷା ସମସ୍ତଙ୍କ ପାଇଁ ବାର୍ତ୍ତାକୁ ପ୍ରଚାର କରିବା ନିମନ୍ତେ ଆୟୋଜନ କାରାଯାଇଥିଲା.. ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଶିକ୍ଷା କୁ ସମସ୍ତ ଙ୍କୁ ଆକୃଷ୍ଟ କରିବା ପାଇଁ ବାର୍ତ୍ତା ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ଆତ୍ମା ଅଧକ୍ଷ ସଂଜୀବ କୁମାର ସାହୁ, ସମାଜ ସେବି ଶଙ୍କର୍ଷଣ ବେହେରା, ଗୋଲେକ ଗୋଛାୟତ, ସନ୍ୟାସୀ ନାୟକ, ଶିବଦୁତ ପାତ୍ର, ହୃଦାନନ୍ଦ ଶାସମାଲ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତରହି ଥିଲେ.
0 Comments