ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ର ଦୁଇଟି ପରୀକ୍ଷା କେନ୍ଦ୍ରରେ ଆଜି ନବୋଦୟ ପ୍ରବେଶିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୧୨୦ ପରୀକ୍ଷାଆବେଦନ କରିଥିବା ବେଳେ ୧୧୧ ପରୀକ୍ଷା ଦେଇଥିଲେ ୯ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଠିକ ସେହିପରି ମହିପୁର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ୧୧୨ ଆବେଦନ କରିଥିବା ବେଳେ ୧୦୪ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ୮ ଜଣ ଅନୁପସ୍ଥିତ ରହିଥିଲେ । ନିର୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇଆ ସମାପ୍ତ ହୋଇଥିଲା ।
0 Comments