ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅମ୍ବଝାରୀ ନିକଟତେ ଥିବା ଓଁ ଶାନ୍ତି ବିଶ୍ୱକର୍ମା ଭବନ ଶୁଭ ଉଦଘାଟନ ହୋଇଯାଇଛି. ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆମ୍ବଝରୀ ଆନୁକୂଲ୍ୟରେ ଏହି ଉଦ୍ଘାଟନୀ ଉତ୍ସଵ ଆୟୋଜିତ ହୋଇଥିଲା. ଜିଲ୍ଲା ଓ ରାଜ୍ୟ ୧୫ସହ ରୁ ଉର୍ଦ୍ଧ ବହୁସଂଖ୍ୟାରେ ଓମଶାନ୍ତି ର ଭାଇ ଭାଇଭଉଣୀ ମାନେ ଯୋଗ ଦେଇଥିଲେ. ବିଶ୍ୱ ବିଦ୍ୟାଳୟ ପରିସରକୁ ଫୁଲ ରଙ୍ଗୀନ ତୋରଣରେ ସୁସର୍ଜିତ କରାଯାଇଥିଲା.
ଉକ୍ତ କାର୍ଯ୍ୟକ୍ରମ ବ୍ରହ୍ମlକୁମାରୀଜ ଦିଲ୍ଲୀ ORC ର ନିର୍ଦେଶକ ସୁନାମ ଧନ୍ୟ ରାଜଯୋଗ ପ୍ରଶିକ୍ଷିକା, ତଥା ବକ୍ତା ରାଜ ଯୋଗିନୀ ବ୍ର. କୁ. ଆଶା ଦିଦିଜୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି.ସକାଳ ୯ଘଟିକା ସମୟରେ ସ୍ୱାଗତ ସମ୍ବର୍ଦ୍ଧନା ଓ ଶାନ୍ତି ଶୋଭାଯାତ୍ରା କରାଯାଇଥିଲା।ସୁସର୍ଜିତ ରଥ ସହିତ ମସ୍ତକରେ କଳସି ଧରି ବ୍ରହ୍ମକୁମାରୀ ଭଉଣୀ ମାନେ ଗ୍ରାମ ପରିକ୍ରମା କରିଥିଲେ.ଆଜି ପରିକ୍ରମରେ ବହୁସଂଖ୍ୟାରେ ଓଁ ଶାନ୍ତି ଭାଇଭଉଣୀ ମାନେ ଯୋଗଦେଇ .
ତତ ପରେ ନୂଆଗାଁ ପ୍ରାଇମେରୀ ସ୍କୁଲ ଖେଳ ପଡିଆରେ ଏକ ବିରାଟ ସଭାର ଆୟୋଜନ ହୋଇଥିଲା ୧୧ଘଟିକା ସମୟରୁ ଉଦଘଟନି ସମାରୋହ ଆରମ୍ଭ ହୋଇଥିଲା. ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ,ତତ ସହିତ ବ୍ର. କୁ ଲିନା ଦିଦିଜୀ, ଭୁବନେଶ୍ୱର, ବ୍ର. କ ମିନୀ ଦିଦିଜୀ ନୟାଗଡ଼ ଯୋଗଦେଇହିଲେ. ସିଭିଲ ସୋସାଇଟ ଦ୍ୱାରା ୪୨ଜନ ବ୍ୟକ୍ତି ଙ୍କୁ ସାନମାନୀଟି ଓଁ ଶାନ୍ତି ବିଶ୍ୱକର୍ମା ଭବନ ଶୁଭ ଉଦଘାଟନ ହୋଇଯାଇଛି.
0 Comments