ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲିଶ୍ରୀ ମେଳା ୨୦୨୪ର ଆଜି ପୋଷ୍ଟର ଉନ୍ମୋଚନ ହୋଇଯାଇଛି. ଅନୁଷ୍ଠାନିକ ଭାବରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ଚଳିତ ବର୍ଷ ହେବାକୁ ଥିବା ପଞ୍ଚୁପାଣ୍ଡବ ମହୋତ୍ସବ ର ପୋଷ୍ଟର ଅନୁଷ୍ଠାନିକ ଭାବରେ ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ୨ତାରିଖରୁ ୫ତାରିକ ପର୍ଯ୍ୟନ୍ତ ନୂଆଗାଁ ହାଇସ୍କୁଲ ପଡିଆରେ ଏହି ଉତ୍ସଵ ୪ଦିନ ଧରି ଚାଲିବ. ପ୍ରଚାର ପ୍ରସାର ପାଈଁ ଏହି ପୋଷ୍ଟର ସମସ୍ତ ପଞ୍ଚାୟତ ମଧ୍ୟରେ କାଲିଠାରୁ ଲାଗିବ.ପୋଷ୍ଟର ଉନ୍ମୋଚନରେ ସମାଜ ସେବି ଶଙ୍କର୍ଷଣ ବେହେରା, ଦିଲୀପ ଦଳବେହେରା ମହାତ୍ସବ କମିଟି ସେକ୍ରେଟାରୀ, ସଂଜୀବ କୁମାର ସାହୁ, ଗୋଲେଖ ଗୋଛାୟତ, ସଂଜୀବ ଡାକୁଆ, ସୁଶାନ୍ତ ପଢିଆରି ପ୍ରମୁଖ ଉପସ୍ଥିତ ରହିଥିଲେ.
0 Comments