ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ଦ୍ୱିତୀୟ ବର୍ଷର ଛାତ୍ରୀ ମୋନାଲିସା ରାଉତ ଏକକ ବ୍ୟଙ୍ଗ ଅଭିନୟରେ ଜିଲ୍ଲା ସ୍ତରରେ ପ୍ରଥମ ହୋଇ ବିଦ୍ୟାଳୟ ପାଈଁ ଗୌରବ ଆଣିଛନ୍ତି. ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିବା ୨ ଦିନିଆ ଜିଲ୍ଲା ସ୍ତରୀୟ ନୂଆ -ଓ କାର୍ଯ୍ୟକ୍ରମରେ ହୋଇଥିଲା. ଏହି ପ୍ରତିଯୋଗିତାରେ ସୁନ୍ଦର ଏକକ ଅଭିନୟ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି. ଆଜି ତାଙ୍କୁ ମାନପତ୍ର ସହିତ 20 ହଜାର ଟଙ୍କା ଚେକ ଓ ଟ୍ରଫି ପାଇଛନ୍ତି ଯାହାପାଇଁ ସବୁ ସ୍ତରରୁ ସୁଭେତ୍ସାର ବାର୍ତାର ସୁଅ ଛୁଟୁଛି.
0 Comments