ନାୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରେ ଆଜି ବିଂଶତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ଏହି ବିଦ୍ୟାଳୟଟି 2004 ମସିହାରେ ପ୍ରତିଷ୍ଠିତ ହୋଇ ଆଦ୍ୟାବଦୀ ଦଣ୍ଡାୟମାନ ହୋଇଅଛି. ଆଜି ସେତାର ବିଂଶ ତମ ବାର୍ଷିକ ଉତ୍ସଵ ପାଳନ କରୁଚି. ବହୁମେଧାବୀ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇ ଛନ୍ତି. ବିଦ୍ୟାଳୟର ଶିକ୍ଷୟତ୍ରୀ କବିତା ବାହିନୀ ପତିଙ୍କ ତ୍ବବଧାନରେ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ସ୍କୁଲ ପରିଚାଳନା କମିଟି ସହିତ ଅଭିଭାବକଙ୍କ ସହ ମତିକ୍ରମେ ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି.
ପ୍ରଥମ ଦିନର କାର୍ଯ୍ୟକ୍ରମ ରେ ସଭା ଆୟୋଜିତ ହୋଇଥିଲା ମୁଖ୍ୟ ଅତିଥିଭାବରେ ଏବିଓ ଜୋଛନା ରାଣୀ ସେଠି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଯାନୀ ଅବସର ପ୍ରାପ୍ତ ଶିକ୍ଷକ ଜଳଧର ସାହୁ , ଦୀନବନ୍ଧୁ ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନ, ବିରେନ କୁମାର ହୋତା, ସୁରେନ୍ଦ୍ର କୁମାର ବାରିକ, ସୀମାଚଳ ସେନାପତି, ଶିକ୍ଷକ ସଂଘ ସଭାପତି ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ. ଅପରାହ୍ନ ରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
.ଛତ୍ର ଛାତ୍ରୀଙ୍କ ଦ୍ୱାରା ତପୋଇ ନାଟକ ପରିବେଷଣ ହୋଇଥିଲା ଯାହାକୁ ସୁନ୍ଦର ଭବରେ ପିଲାମାନେ ପରିବେଷଣ କରିଥିଲେ.
0 Comments