ରେଳ ଚଳାଚଳ ଦାବି ନେଇ କଂଗ୍ରେସ ର ବିକ୍ଷୋଭ



 ନୟାଗଡ଼ ଜିଲ୍ଲାର ଦଶପଲ୍ଲା କୁ ରେଳ ଚଳାଚଳ ଦାବି ନେଇ ଆଜି କଂଗ୍ରେସ ଦଳ ତରଫ ରୁ  ନୂଆଗାଁ ବ୍ଲକର ମହିପୁର ଷ୍ଟେସନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା , ବରିଷ୍ଠ କଂଗ୍ରେସ ନେତା  ତଥା ଜିଲ୍ଲା ସଭାପତି  ରଣଜିତ୍ ଦାଶ, ନୟାଗଡ଼ ଜିଲ୍ଲା କଂଗ୍ରେସ ଓବିସି ସେଲ୍ ଅଧ୍ୟକ୍ଷ  ନାରାୟଣ ସାହୁ, ନୟାଗଡ଼ ଜିଲ୍ଲା କଂଗ୍ରେସ ରାଜିବ ଗାନ୍ଧି ସଙ୍ଗଠନର ସଂଯୋଜକ  ସୁକାନ୍ତ କୁମାର ଶତପଥୀ, ଏଆଇସିସି ସଭ୍ୟ ବିସ୍ମୟ ମହାପାତ୍ର, ନୂଆଗାଁ ବ୍ଲକ୍ କଂଗ୍ରେସ ସଭାପତି ଅଶୋକ କୁମାର ନାୟକ, ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି  ବୁଲୁ ପରିଡା,ଗଣିଆ ବ୍ଲକ କଂଗ୍ରେସ ସଭାପତି  କାଶୀନାଥ ନାଏକ ଏବଂ ଦଶପଲ୍ଲା, ନୂଆଗାଁ ବ୍ଲକର ୨୦୦ କଂଗ୍ରେସ କର୍ମୀ ମହିପୁର ଷ୍ଟେସନରେ ଯୋଗ ଦେଇ ବିକ୍ଷୋଭ ସହ ଶୋଭାଯାତ୍ରା କରିଥିଲେ ଏଥି ନେଇ ରେଳ ଚଳାଚଳ କିଛି ସମୟ ପାଇଁ ବନ୍ଦ କରାଯାଇ ଦଶପଲ୍ଲା କୁ ଯଥାଶୀଘ୍ର ରେଳ ଚଳାଚଳ ପାଇଁ ଦାବି କରାଯାଇ ସ୍ଲୋଗାନ ଦିଆଯାଇଥିଲା।


Post a Comment

0 Comments