ଯୋନେଶ କ୍ରିକେଟ କ୍ଳବ ର ଆଜି ଫାଇନାଲ କ୍ରିଡା ପ୍ରତିଯୋଗୀତା


 ନୂଆଗାଁ ବ୍ଲକ ବାହାଡାଝୋଲା ଯୋନେଶ କ୍ରିକେଟ କ୍ଳବ ର ଆଜି ଫାଇନାଲ ଥିଲା l ପ୍ରଥମ ଦିନରେ ଉଦ୍ଘାଟନୀ ମ୍ୟାଚ ରେ ରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବାବେଳେ, ଆଜି ଶେଷଦିନରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଶଙ୍କର୍ଷଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଏବଂ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ lଉକ୍ତ ପ୍ରତଯୋଗୀତାରେ ବାହାଡାଝୋଲା ସରପଞ୍ଚ ଆରତୀ ସେଠି, ସଂଜୀବ କୁମାର ଡାକୁଆ, ଶିଳ୍ପପତି ସୂର୍ଯ୍ୟନାରାୟଣ ସହୂ, ତ୍ରୀନାଥ ସ୍ୱାଇଁ, ସୁଶାନ୍ତ ପଢ଼ିଆରୀ, କେଦାର ସେଠି ।

Post a Comment

0 Comments