ଫକୀର କିରେ ମୋହନ ସାହୁ, ସୋରଡ଼ା ପଞ୍ଚାୟତ, ସରପଞ୍ଚ
ନବ ବର୍ଷର ୨୦୨୪ ସଭିଙ୍କ ଜୀବନନରେ ନୂତନ ଆସା ନୂଆତନ ଆଲୋକ ନେଇ ଆସୁ । ନୂଆଗାଁ ପଂଚାୟତ ସମିତିର ଓ ସୋରଡା ପଞ୍ଚାୟତର ସମସ୍ତ ଗୁରୁଜନ ବୁଦ୍ଧିଜୀବୀ ,ସରପଞ୍ଚ ,ସମିତି ,ସମସ୍ତ ବିଭାଗର ଅଧିକାରୀଙ୍କୁ ନବବର୍ଷ ୨୦୨୪ର ହାର୍ଦ୍ଧିକ ଅଭିନନ୍ଦନ । ତତ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ନବୀନ ପଟ୍ଟନାୟକ ଓ ମାନ୍ୟବର ବିଧାୟକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରମେଶ ଚନ୍ଦ୍ର ବେହେରାଙ୍କୁ ନବ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ।
0 Comments