ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜାତୀୟ ରାଜପଥ 57 ଉଠାନି ସାହି ନିକଟରେ ଘଟିଛି ଦୃଘଟଣା. ଏହି ଦୃଘଟଣା ରେ ଗୋଟିଏ ସ୍କୁଟି ଦୃଘଟଣା ଘଟିଛି. ସ୍ଥାନିୟ ଜନସାଧାରଣ ଓ ସମାଜ ସେବି ଦାଶରଥି ପ୍ରଧାନ 108 ଆମ୍ବୁଲାନ୍ସ ମାଧ୍ୟମରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି . ସ୍କୁଟି ଚାଳକ ଗୁରୁତ୍ୱର ହୋଇ ପଡ଼ିଥିବା ବେଳେ ପରିଚୟ ମିଳି ପାରୁନି.ସ୍କୁଟି ନମ୍ବର ଦେଖି ଶୀଘ୍ର ଯୋଗାଯୋଗ ପାଈଁ ଅନୁରୋଧ.
0 Comments