ବିକଶିତ ଭାରତ ସମ୍ପର୍କ ଯାତ୍ରା ରଥକୁ , ଖଣ୍ଡୁଗାଁରେ ଭବ୍ୟ ସମ୍ବର୍ଦ୍ଧନା

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବିକଶିତ ଭାରତ ସମ୍ପର୍କ ଯାତ୍ରା ରଥକୁ, ଖଣ୍ଡୁଗାଁରେ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନ ହିତକାରକ ଯୋଜନା ଯାହା ଲୋକଙ୍କ ଆଗକୁ ଆସି ପାରୁ ନାହିଁ ବା ସାଧାରଣ ଲୋକ ସେ ସମସ୍ତ ଯୋଜନାକୁ ଜାଣି ପାରୁନାହାନ୍ତି , ଯାହା ଜଣେ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ସାହାଯ୍ୟ କରିବ ତାହା ଉପରେ ଅଧିକ ସୁଚନା ପାଇଁ ଏବେ ଗାଁ ଗାଁ ରେ ବୁଲୁଚି " ବିକଶିତ ଭାରତ " ରଥ 


 କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ତୃଣମଳୂଳସ୍ତରେ ଜନଜାଗରଣ ନିମନ୍ତେ ବିକଶିତ    ଭାରତ ରଥ ଜନସଚେତନତା କାର୍ଯ୍ୟକ୍ରମ। ଗ୍ରାମ ବାସି ଏହି ବିକଶିତ ରଥକୁ ଖଣ୍ଡୁଗାଁପଂଚାୟତ ପରିସର ରେ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ  । ଆଜିର ଏହି କାର୍ଯ୍ୟ କ୍ରମରେ  ଗ୍ରାମ୍ୟ ଉନ୍ନୟନ ବିଭାଗର ଅର୍ଥନୈତିକ ଉପଦେଷ୍ଟା ଡକ୍ଟର ପିକେ ଅବଦୁଲ କରିମ୍ ନୂଆଦିଲ୍ଲୀ ଗ୍ରାମ୍ୟ ଉନ୍ନୟନ ବିଭାଗ,ଭାରତ ସରକାର ,ପୂର୍ଣ୍ଣଚନ୍ଦ୍ର ମିଶ୍ର ବିଜ୍ଞାପନ ନିର୍ଦ୍ଦେଶକ ଭୂମି ରେକର୍ଡ ବୋର୍ଡ ଅଫ୍ ରିଭିନ୍ୟୁ,ଲୋପମୁଦ୍ରା ନାୟକ ଅସିଟାନ୍ ର ନିର୍ଦ୍ଦେଶକ କଲେକ୍ଟୋରେଟ୍ ଲ୍ୟାଣ୍ଡ  ବୋର୍ଡ ଅଫ୍ ରିଭିନ୍ୟୁ, ନୂଆଗାଁ ବ୍ଲକ ବିଡିଓ ଶେଷଦେବ ନାୟକ , ତହସିଲଦାର ନୂଆଗାଁ ହେମନ୍ତ କୁମାର ନାୟକ , ,ସିଡିପିଓ ନୂଆଗାଁ ,ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ,ସାଧୁଚରଣ ସାହୁ ଜିପିୟ ନୂଆଗାଁ ,ବ୍ଲକ ଆଇଟି ତୁସାର କାନ୍ତ ପ୍ରାଣିଗ୍ରାହି,ସମସ୍ତ ପଞ୍ଚାୟତର ଜିଆରଏସ ସହିତ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟା ଉପସ୍ଥିତ ରହିଥିଲେ । 



Post a Comment

0 Comments