ନୂଆଗାଁ ବ୍ଲକ ପରିସରରେ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

 


ନୟାଗ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ଆଜି ଦିବା ୧୦ ଘଟିକା ସମୟରେ  ନୂଆଗାଁ ବ୍ଲକ ପରିସରରେ ନିଯୁକ୍ତି ପରାମର୍ଶ ଶିବିର   ଅନୁଷ୍ଠିତ  ହୋଇଯାଇଛି । ନୂଆଗାଁ ବ୍ଲକ ମଣ୍ଡଲ ଉନ୍ନୟନ ଅଧିକାରୀ ବସୁଦେବ ନାୟକ ,ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ,ଜିଲ୍ଲା ନିଯୁକ୍ତି ଅଧିକାରୀ ଦୁର୍ଗାଚରଣ ଦାସ ଉପସ୍ଥିତ ରହିଥିଲେ  । ନିଯୁକ୍ତି ପରାମର୍ଶ ଶିବିରରେ ୭ ଗୋଟି ସଂସ୍ଥା ଉପସ୍ଥିତ ରହିଥିଲେ । ସମୁଦୟା ୨୨ ଟି ପଂଚାୟତ ମଧ୍ୟରୁ ୧୫୨ ଜଣ ଯୁବକ ଯୁବତୀ ଯୋଗେଇଥିଲେ । ଏହି କାର୍ଯ୍ୟ କ୍ରମକୁ ସଫଳ କରିବାରେ ମିଶନ ଶକ୍ତିର ସମସ୍ତ କର୍ମଚାରି ସହଯୋଗ କରିଥିଲେ । 

Post a Comment

0 Comments