ନୟାଗଡ଼ ଜିଲ୍ଲା ଦାଶରଥି ବେହେରା, ମାତା -ଶାନ୍ତିଲତା ବେହେରା, ଗ୍ରାମ -ବାଲୁଗାଁ, ଚଣ୍ଡୀ ସାହି, ଜ଼ିଲ୍ଲା -ନୟାଗଡ, ଦାଶରଥି ଙ୍କ ଆଜିକୁ ୬ ବର୍ଷ ହେଲା ମୃତ୍ୟ ହେବା ପରେ ଏବେ ତାଙ୍କ ସ୍ତ୍ରୀ ଶାନ୍ତିଲତା ବେହେରା ଦୁଇ ପୁଅଙ୍କୁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି. ମାସେ ହେଇଗଲାଣି କିନ୍ତୁ ତାର ଖୋଜ ଖବର ମିଳୁନାହିଁ . ଦୁଇ ପୁଅ ବେସାହାରା ହୋଇ ବୁଲିବାର ଦେଖି ଗାଁ ଲୋକେ ଓ ସାମ୍ବାଦିକ ପ୍ରଗତିବାଦୀ ସମାଜସେବି ପପ୍ରଭାସିନୀ ନନ୍ଦ ଙ୍କୁ ସୂଚନା ଦେବାପରେ ଗ୍ରାମରେ ପହଂଚି ପିଲାଦୁଟି କଥା ବୁଝିବା ପାଇଁ କହିବାରୁ ସମାଜସେବି ପିଲା ଙ୍କୁ ଶିଶୁ ମଙ୍ଗଳସମିତି ଦୃଷ୍ଟି ଆକର୍ଷଣ କରିଥିଲେ. ତତ ପରେ ଶିଶୁ ମଙ୍ଗଳସମିତି ନୟାଗଡ କଲାପରିଷଦ ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ରେ ରହିବା ପାଇଁ ଅନୁମତି ଦେଇଥିଲେ.
0 Comments