କ୍ରିଡା ସାଂସ୍କୃତିକ ପାଇଁ ପ୍ରସ୍ତତି ବୈଠକ



ନୂଆଗାଁ ୨୮,୧୧ ନୂଆଗାଁ ବ୍ଲକ ପରିସରରେ ଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ର ସଦ୍ଭାବନା ଗୃହରେ  ଆମ ଓଡିଶା ନବୀନ ଓଡିଶା  ଯୋଜନା ଅଧୀନରେ  ଦଶପଲ୍ଲା ନିର୍ବାଚନ ମଣ୍ଡଳିର  ବିଭିନ୍ନ କଲେଜରେ  ହେବାକୁ ଥିବା କ୍ରିଡା ସାଂସ୍କୃତିକ ଓ ସାମାଜିକ ସମାଜ ସେବା କାର୍ଯ୍ୟକ୍ରମକୁ ସୁଚାରୁ ରୁପେ  ଆୟୋଜିତ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କାର୍ଯ୍ୟକ୍ରମରେ  ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି  ରମେଶ ଚନ୍ଦ୍ର ବେହେରା  ଯୋ୍ଗ ଦେଇ ଯୁବ ପିଢିର ବିକାଶ ତଥା ସମାଜରେ ଭୁମିକା ଉପରେ ବକ୍ତବ୍ୟ ରଖିଥିଲେ । ଏହି  ବୈଠକରେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୀ ଶଙ୍କର୍ଷଣ ବେହେରା  ସମେତ ବିଭିନ୍ନ କଲେଜର ଅଧ୍ୟକ୍ଷ ,ଅଧ୍ୟକ୍ଷା ,ଅଧ୍ୟାପକ , ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ  ।

Post a Comment

0 Comments