ସ୍ଵେଛାକୃତ ରକ୍ତଦାନ ଶିବିର




ଦଶପଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ସ୍ପୋଟିଭ ସ୍ପୋର୍ଟ୍ସ ସୋସାଇଟିର ଦିବଙ୍ଗତ ସଭ୍ୟ ପ୍ରଦୀପ କୁମାର ଦାଶଙ୍କ ସ୍ମୃତିରେ ତାଙ୍କ ତିରୋଧାନ ଦିବସ୨୮ନଭେମ୍ବରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା l ଏହି ଶିବିର ରେ ମୋଟ ୮୧ୟୁନିଟ ରକ୍ତ ସଂଗ୍ରହ  କରା ଯାଇ ଥିଲା l ନୟାଗଡ ରେଡକ୍ରସଟିମ ର ଡ଼ା ମୋନା ଅଲିଙ୍କ ତତ୍ୱାବଧାନରେ ଅଜୟ କୁମାର ପଟ୍ଟନାୟକ,ସସ୍ମିତା ଜେନା,ସତ୍ୟପ୍ରିୟା ସାହୁ, ଅଭିମନ୍ୟୁ ସାହୁ, ସରୋଜ ସାହୁ, ପଞ୍ଚୁ ଦଳେଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l ମୋଟ ୮୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ବିଧାୟକ ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ସଭାପତି କୁଞ୍ଜବିହାରି ମିଶ୍ର, କାର୍ଯ୍ୟକାରି ସଭାପତି ଦିଲ୍ଲୀପ କୁମାର ପଣ୍ଡା ଏବଂ ସମସ୍ତ ସଭ୍ୟ ଉପସ୍ଥିତ ଉପସ୍ଥିତ ଥିଲେ l

Post a Comment

0 Comments