ନୟାଗଡ ଜିଲ୍ଲା (ନୂଆଗାଁ ) ନୂଆଗାଁ ରେ ଆରମ୍ଭ ହେଲା ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ ସଂସ୍ଥାର କାର୍ଯ୍ୟ।ଳୟ । ନୂଆ ଦିଲ୍ଲୀ ସ୍ଥିତ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ ସଂସ୍ଥାର ଚେୟାର ମ୍ୟାନ ମୀନକେତନ ପଟ୍ଟନାୟକ ନୂଆଗାଁ ରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ ସଂସ୍ଥାର କାର୍ଯ୍ୟ।ଳୟ ଶୁଭ ଉଦ୍ଘାଟନ କରିଛନ୍ତି । ନୂଆଗାଁ ବ୍ଲକ ସେକ୍ରେଟାରୀ ଭାବବାରେ ଚିନ୍ମୟ କୁମାର ପ୍ରଧାନଙ୍କୁ ଦଇତ୍ଵ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ IHRD ମୁଖ୍ୟ କାର୍ଯ୍ୟ।ଳୟ ସମ୍ପାଦକ ଅବିନାଶ ସାମନ୍ତରାୟ ଓ ଆଇନ ପରାମର୍ଶ ଦାତା କୌଶିକ ଦାସ ଉପସ୍ଥିତ ରହିଥିଲେ । ସାଧାରଣ ଲୋକ ନିଜସ୍ଵ ଅଧିକାରରୁ ବଞ୍ଚିତ ହେଉଥଲେ ସଭଙ୍କୁ ଏହି କାର୍ଯ୍ୟ।ଳୟ ସହାୟକ ହେବ । ଉପଯୁକ୍ତ ଅଧିକାର ପାଇବା ପାଇଁ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ ସଂସ୍ଥାର ସହାୟତାର ହାତ ବଢାଇବ । TOLL FREE- 18002121700,HELP LINE – 907802552.
0 Comments