ଇଲେକ୍ଟୀ ଖମ୍ବ କୁ ଧକ୍କା ଦେଲା କାର।


ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ମାଇଛେଳି ପଂଚାୟତ ନିକଟସ୍ଥ ସଂପଡା ଜଙ୍ଗଲ ନିକଟ ଏକ ଇଲେକ୍ଟୀ ପୋଲ ଖମ୍ବରେ ଧକା ଦେଲା ଏକ କାର ଚାଳକ ସାମାନ୍ୟ ଆହତ ଥାନା ରେ ଅଟକ।

ସୁଚନା ମୁତାବକ ନୂଆଗାଁ ଥାନା ଅର୍ନ୍ତଗତ (୫୭) ନମ୍ବର ଜାତୀୟ ରାଜପଥ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ନିକଟ ରେ ଏକ ସୁଇପ୍ଟୀ ଡିଜିଆର କାର (ଓଡି,୦୨,ବିଡି,୦୧୨୨) ଭୁବନେଶ୍ୱର ରୁ ଦଶପଲ୍ଲା ଆସୁଥିବା ବେଳେ ଇଲେକ୍ଟ୍ରୋ ପୋଲ କୁ ଧକ୍କା ଦେଇଥିଲା ଅଂଚଳ ବାସୀ ଉଧାର କରି ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ସୋଇଛନ୍ତି ନୂଆଗାଁ ଥାନା ରେ ଗାଡି ଅଟକ ରହିଥିବା ସୁଚନା ମିଳିଛି। ।

Post a Comment

0 Comments