ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମସ୍କାବାରୀ ଗ୍ରାମର ଏକ କୁଆରୁ ଅଗ୍ନିସମ ବିଭାଗ ଦ୍ଵାରା ଗାଈ ଉଧାର କରାଯାଇଛି । ସୂଚନା ସନ୍ଧ୍ୟା ସମୟରେ ମସ୍କାବାରୀ ଗ୍ରାମର ନାଲୁ ପରିଡାଙ୍କ ଗାଈ ଏକ କୂଅରେ ପଡି ଯାଇଥିଲା । ଅଗ୍ନିସମ ବାହିନୀ ନୂଆଗାଁ ଏହି ଖବର ପାଇ ଘଟନା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କ ସହାୟତାରେ ଦୀର୍ଘ ସମୟ ଚେଷ୍ଟା କରି ଗଇକୁ ଉଧାର କରିଥିଲେ ।
0 Comments