ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଅନୁଷ୍ଠିତ ହୋଇଯାଇଛି. ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଅନୁକୂଲ୍ୟରେ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଅଜିଛି.ନୂଆଗାଁ ବ୍ଲକର 22ଗୋଟି ପଂଚାୟତରୁ 314 ଜଣ ନାମ ପଞ୍ଜିକରଣ କରିଥିଲେ. ସେଥିମଧ୍ୟରୁ ଅସ୍ଥିଶଲ୍ୟ 141, କାନ 87, ବସ୍ ପାସ 7, ଆଖି 43, ବିକୃତ ମସ୍ତିଷ୍କ ଓ ଶିକଲିନ 30, କୃତିମ ଅଙ୍ଗ 06 ଜଣ ନାମ ପଞ୍ଜିକରଣ କରିଥିଲେ. ଆଜିର ଏହି ଅଭିଯାନରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ. ତତ୍ ସହିତ ପଞ୍ଚାୟତ ସମିତିର ବିଡ଼ିଓ ବାସୁଦେବ ନାୟକ , ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ସାମାଜିକସୁରକ୍ଷା ଅଧିକାରୀ ଆଡ଼ିପତି କଂହର, ନୂଆଗାଁ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ୱର୍ଣ୍ଣ ସାରିକା ଜେନା, ଏବିଡ଼ିଓ ସ୍ବେଦେଶ ରଞ୍ଜନ ଶତପଥି , ଜିପିଓ ସାଧୁଚରଣ ସାହୁ,ରଘୁନାଥ ସାହୁ ପ୍ରମୁଖ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଯୋଗଦେବା ସହିତ କାର୍ଯ୍ୟକ୍ରମ କୁ ସଫଳ ଭାବରେ ପରିଚାଳନା କରିଥିଲେ.ସୂଚନା ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ୱର୍ଣ୍ଣ ସାରିକା ଜେନା ଦେଇ ଅଛନ୍ତି
0 Comments