ନୟାଗଡ଼ ଜିଲ୍ଲା ନୂଆଗାଁ ଜାତୀୟ ରାଜପଥ 57ପଞ୍ଚଛୁପାଣ୍ଡବ ନିକଟରେ ଘଟିଛି ଦୃଘଟଣା. ଦୃଘଟଣାରେ ଏକ ହୋଣ୍ଡା ଆକଟିଭା ସ୍କୁଟି ଜଳି ଯାଇଛି.ଆଜି ଦଶପଲ୍ଲା ଦୁଆର ଗ୍ରାମର ନିରଞ୍ଜନ ରାଉତ ସ୍କୁଟି ଦ୍ୱାରା ନିଜ ଗ୍ରାମକୁ ଚିଲିକା ରୁ ଦୁଆରଗାଁ ଆସୁଥିଲେ. ହଠାତ ସ୍କୁଟିରେ ନିଆଁ ଲାଗିଯାଇଥିଲା. ପଛରୁ ଆସୁଥିବା ଲୋକମାନେ ଡାକ ପକାଇଥିଲେ. ତତ ପରେ ନିରଞ୍ଜନ ସ୍କୁଟିକୁ ରାସ୍ତା ପାର୍ଶ୍ୱରେ ରଖି ଦେଇ ଦୌଡ଼ି ଥିଲେ. ନୂଆଗାଁ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲେ. ନିଆଁ କୁ ଲିଭାଇ ଥିଲେ. ସ୍କୁଟିର ଆଗ ଟାୟାର ପଛ ଟାୟାର ଏବଂ ଅଧିକାଂଶ ପାର୍ଟ ପୋଡ଼ିଯାଇଛି.
0 Comments