ଯନ୍ତ୍ରୀଙ୍କ ପଂଚାୟତ ଅଦଳବଦଳ

 

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ନୂତନ ଯନ୍ତ୍ରୀ ଭାବେ ବସନ୍ତ କୁମାର ଦାସ ଏବଂ ଦେବେନ୍ଦ୍ର ମହାପାତ୍ର ଦାୟିତ୍ବ ଗ୍ରହଣ ପରେ ଯନ୍ତ୍ରୀମାନଙ୍କର ପଂଚାୟତ ଅଦଳବଦଳ ହୋଇଥିବା ଜଣାପଡିଛି। ନେତ୍ର ରଞ୍ଜନ ମିଶ୍ରଙ୍କୁ କାପ୍ତାପଲ୍ଲୀ, ଜାକେଡା, ନୂଆଗାଁ, ବାହାଡାଝୋଲା, ବେରୁଆଁବାରୀ ପଂଚାୟତ, ଉମେଶ ମହାପାତ୍ରଙ୍କୁ ଚାହାଳି, ଢେଙ୍କେଣା, ଖଣ୍ତୁଗାଁ ପଂଚାୟତ, ଦୀପକ ରଞ୍ଜନ ରାଉତଙ୍କୁ ଗୁମୀ, ଗାତେରୀ, ମାଇଛେଳି, ସିଙ୍ଗାରପଲ୍ଲୀ ପଂଚାୟତ, ପଂଚାନନ ବିଶୋୟୀଙ୍କୁ ଦୁରୁଦୁରା, ହରିପୁର, ପାରାଢିପି ପଂଚାୟତ, ଅରୁଣ କୁମାର ମିଶ୍ରଙ୍କୁ ସିକ୍ରୀଡା, ବଡଗୋଠ ପଂଚାୟତ, ସରୋଜିନୀ ବେହେରାଙ୍କୁ ସୋରଡା, ମହିପୁର ପଂଚାୟତ ଏବଂ ବସନ୍ତ କୁମାର ଦାସଙ୍କୁ ଉଦୟପୁର, ମାଳିସାହି ପଂଚାୟତ, ଦେବେନ୍ଦ୍ର ମହାପାତ୍ରଙ୍କୁ କୋରଡା ପଂଚାୟତ ଏବଂ ଯୁଧିଷ୍ଠିର ନାୟକଙ୍କୁ ବ୍ଲକ ସଦରମହକୁମାର ଦାୟିତ୍ବ ପ୍ରଦାନ କରାଯାଇଛି।

Post a Comment

0 Comments